ଜାତୀୟ ଖବର ଓଡିଶାର ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ଲାଗୁ ହେବ ନୂଆ ଯୋଜନା ‘ରିୱାର୍ଡ’, ଜାଣନ୍ତୁ ଏହି ଯୋଜନା କଣ ଭୁବନେଶ୍ୱର, ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ୱିତ ବିକାଶ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ଭାବେ ସରକାର ନୂଆ ଯୋଜନା ‘ରିଓ୍ୱାର୍ଡ’ର ପରିକଳ୍ପନା…