ଆଞ୍ଚଳିକ ବାଣପୁର: ରୁକ୍ମିଣୀଙ୍କୁ ବିବାହ କରି ଗୁଆଲି ଯାତ୍ରାରେ ଶ୍ରୀ ରଙ୍କନାଥ ଦେବ, ଦେଖନ୍ତୁ ଭିଡିଓ ସୀତାରାମ ଅଗ୍ରୱାଲ ବାଣପୁର: ଲୀଳା ଶ୍ରୀକ୍ଷେତ୍ର ବାଣପୁରର ଆରାଧ୍ୟ ଠାକୁର ଶ୍ରୀ ରଙ୍କନାଥ ଦେବଙ୍କ ସହିତ ମାତା ରୁକ୍ମିଣୀଙ୍କ ଶୁଭପରିଣୟ ନୀତିକାନ୍ତି ଚମ୍ପକ ଦ୍ଵାଦଶୀ ତିଥିରେ ଆଜି…