ଆଜିର ଖବର ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରାଙ୍କୁ ବିମାନ ବନ୍ଦରରେ ଅଟକାଇଲା ଇମିଗ୍ରେସନ୍ ଟିମ୍, ଜାଣନ୍ତୁ କାରଣ ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପୁଣି ଥରେ କୋଲକାତା ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ଇଡି ସୂତ୍ର ଅନୁଯାୟୀ, ରୁଜିରାଙ୍କ ବିରୋଧରେ…