ଜାତୀୟ ଖବର ଓଡ଼ିଶା ଉପକୂଳରେ ଆକାଶରୁ ଭୂପୃଷ୍ଠଗାମୀ କ୍ଷେପଣାସ୍ତ୍ର ରୁଦ୍ରମ୍ -୨ ର ସଫଳ ପରୀକ୍ଷଣ ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ୨୦୨୪ ମେ ୨୯ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଭାରତୀୟ ବାୟୁସେନାର ଏସ୍ୟୁ – ୩୦…