ବିଶେଷ ଖବର ବିଜେପି ପ୍ରାର୍ଥୀ ହାରିଲେ ସତ, ହେଲେ ସମ୍ମାନର ସହ; କଂଗ୍ରେସ ପରି ଅପମାନିତ ହୋଇ ନୁହେଁ ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନ ଶେଷ ହେଲା। ଫଳାଫଳ ମଧ୍ୟ ବାହାରିଲା। ବିଜେଡି ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥୀ ୨୦,୯୧୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି…