ଆଜିର ଖବର ସିକନ୍ଦରାବାଦ ହୋଟେଲରେ ବଡ ଧରଣର ଅଗ୍ନିକାଣ୍ଡ: ଝରକାରୁ ଡେଇଁଲେ ଲୋକ, ୮ ମୃତ ସିକନ୍ଦରାବାଦ: ସୋମବାର ରାତିରେ ହାଇଦ୍ରାବାଦର ସିକନ୍ଦରାବାଦର ଏକ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି।…