ଆଜିର ଖବର ରାଜ୍ୟରେ ୪୩ ଟି ଉଚ୍ଚ ବିଦ୍ୟାଳୟ ହେଲା ରୂପାନ୍ତରିକରଣ: ଚିଲିକାର ଏହି ସ୍କୁଲରେ ପଢା ହେବ ଯୁକ୍ତ ୨ ପାଠ ଭୁବନେଶ୍ବର: ରାଜ୍ୟ ସରକାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଥିବା ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର…