ଆଜିର ଖବର ମଧ୍ୟପ୍ରଦେଶ ନିର୍ବାଚନରେ ନରୋତ୍ତମ ମିଶ୍ରଙ୍କ ସମେତ ହାରିଲେ ୧୨ ମନ୍ତ୍ରୀ, ବିଜେପିର ରେକର୍ଡ ବିଜୟ ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ରାଜ୍ୟର ୨୩୦ ଟି ବିଧାନସଭା…