ଆଜିର ଖବର ୩୫ ବର୍ଷ ବୟସରେ ଆତ୍ମହତ୍ୟା କଲେ ରେଞ୍ଜୁଶା ମେନନ୍, ଘରେ ମିଳିଲା ଅଭିନେତ୍ରୀଙ୍କ ମୃତଦେହ ନୂଆଦିଲ୍ଲୀ: ମାଲାୟାଲମ୍ ଅଭିନେତ୍ରୀ ରେଞ୍ଜୁଶା ମେନନ୍ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ ତାଙ୍କ ମୃତଦେହ ଥିରୁବନନ୍ତପୁରମରେ ଥିବା ତାଙ୍କ ଫ୍ଲାଟରୁ ମିଳିଛି, ଯେଉଁଠାରେ ସେ ତାଙ୍କ ସ୍ୱାମୀଙ୍କ…