ଆଞ୍ଚଳିକ ଭୂବନେଶ୍ୱରୀ ବନ ସୁରକ୍ଷା ସମିତି ତରଫରୁ ୭୨ ତମ ବନ ମହୋତ୍ସବ ପାଳିତ କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନାଂଚଳ ଡଇଁଚା ଗ୍ରାମରେ ରେଢାଖୋଲ ବନବିଭାଗ ତରଫରୁ ଭୂବନେଶ୍ୱରୀ ବନ ସୁରକ୍ଷା ସମିତି , ଡଇଁଚାର ସହଯୋଗରେ ୭୨…