ରେପଚେଜ୍ ରାଉଣ୍ଡ

ନୂଆଦିଲ୍ଲୀ: ଭାରତର ତାରକା ରେସଲର ବଜରଙ୍ଗ ପୁନିଆ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଇତିହାସ ସୃଷ୍ଟି କରିଛନ୍ତି। ବେଲଗ୍ରଡରେ ଚାଲିଥିବା ବିଶ୍ୱ ରେସଲିଂ ଚାମ୍ପିଅନସିପରେ ବଜରଙ୍ଗ ବ୍ରୋଞ୍ଜ ପଦକ…