ଆଜିର ଖବର କ୍ରମାଗତ ଚତୁର୍ଥ ଥର ପାଇଁ ସୁଧ ହାର ଅପରିବର୍ତ୍ତିତ ରଖିଲା ଆରବିଆଇ ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟିର ଦ୍ୱି-ମାସିକ ମୁଦ୍ରା ସମୀକ୍ଷା ବୈଠକ (MPC ମିଟ୍) ବୁଧବାର ଠାରୁ ଆରମ୍ଭ…