ରେଳବାଇରେ ଫ୍ରେଟ୍ ଲୋଡିଂ

ଭୁବନେଶ୍ବର, କୋଭିଡ-୧୯ର ଦ୍ଵିତୀୟ ଲହର ବୃଦ୍ଧି ପରିପ୍ରେକ୍ଷୀରେ ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଜୁନ୍ ୨୦୨୧ ମସିହାରେ ମାଲ ପରିବହନରେ ଭାରତୀୟ ରେଳବାଇ…