ବିଶେଷ ଖବର ରେଳ ନିଯୁକ୍ତି ବିବାଦକୁ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ବିବୃତ୍ତି: ଶୀଘ୍ର ହେବ ଏହାର ସମାଧାନ ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ବୋର୍ଡର ଏନଟିପିସି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ପ୍ରାର୍ଥୀଙ୍କ ଅଭିଯୋଗର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି ଉଚ୍ଚ କ୍ଷମତା ସମ୍ପନ୍ନ…