ଆଜିର ଖବର ଡ଼ାକ୍ତର ରୋଗୀଙ୍କୁ କଲେ ଅଛୁଆଁ: ଛଟପଟ ହୋଇ କାଜୁଆଲ୍ଟିରେ ରୋଗୀର ଜୀବନ ଗଲା ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରରେ ଗତକାଲି ଆମ୍ବୁଲାନସ ରୋଗୀ ନନେବାରୁ ଜଣକ ମୃତ୍ୟୁ ଘଟଣା ମନରୁ ନ ଲିଭିଲା ବେଳେ ଆଜି ଡ଼ାକ୍ତରଙ୍କ ଅବହେଳାରୁ ଆଉ…