ଆଜିର ଖବର ଗତ ୨୪ ଘଣ୍ଟା ମଧ୍ୟରେ ୩୩୦୩ ନୂତନ ମାମଲା ଚିହ୍ନଟ, ଚିନ୍ତା ବଢାଉଛି ଦିଲ୍ଲୀରେ କରୋନାର ଗତି ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ଏହି ସଂଖ୍ୟାରେ ବୃଦ୍ଧି ଘଟୁଛି, ଯାହା ଲୋକଙ୍କ ମଧ୍ୟରେ ଚିନ୍ତା ବଢାଉଛି।…