ଆଜିର ଖବର ଚାନ୍ଦପୁର ଜାତୀୟ ରାଜପଥରେ ଏସିଡ ଟ୍ୟାଙ୍କର ଲିକ୍: ଆୟତ୍ତ ଲାଗି ଟାଙ୍ଗୀ ଅଗ୍ନିଶମ ବାହିନୀର ପ୍ରୟାସ ଜାରି ନୟାଗଡ/ଚାନ୍ଦପୁର: ଆଜି ରାତିରେ ନୟାଗଡ ଜିଲ୍ଲା ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥ ରୟାଲ କଟେଜ ନିକଟରେ ଏକ ହାଇଡ୍ରୋକ୍ଲୋରିକ ଏସିଡ ଭର୍ତ୍ତି ଟ୍ୟାଙ୍କରରୁ ଯାନ୍ତ୍ରିକ ତ୍ରୁଟି…