ଅପରାଧ ଲଇଣ୍ଡାମାଳ ଛକରୁ ଗଂଜେଇ ସହ ଗୁଜୁରାଟର ୨ ଅଭିଯୁକ୍ତ ଗିରଫ ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଛକରୁ ୮ କେଜି ଗଂଜେଇ ସହ ଗୁଜୁରାଟର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଅବକାରୀ ସୂତ୍ରରୁ…