ଆଜିର ଖବର ମମତା ସରକାରଙ୍କ ବିରୋଧରେ ବିଜେପିର ପଦଯାତ୍ରା, ହାୱଡାରେ ହିଂସା, ଶୁଭେନ୍ଦୁ-ଲକେଟ୍ ଚାଟାର୍ଜୀ ଅଟକ କଲିକତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଆନ୍ଦୋଳନ ତୀବ୍ର ହୋଇଛି। ଏଠାରେ ଶାସକ ତୃଣମୂଳ କଂଗ୍ରେସ ସରକାର ବିରୋଧରେ ବିଜେପି ମୋର୍ଚ୍ଚା ଖୋଲିଛି ଏବଂ ଦଳର ବରିଷ୍ଠ…