ଜାତୀୟ ଖବର ଲକ୍ଷଣ ଅଛି, ହେଲେ ରିପୋର୍ଟ ନେଗେଟିଭି; ଏପରି କ୍ଷେତ୍ରରେ ଆରଟିପିସିଆର ଟେଷ୍ଟ ପାଇଁ କେନ୍ଦ୍ର ଦେଲା ନିର୍ଦ୍ଦେଶ ନୂଆଦିଲ୍ଲୀ, କେତେକ ବୃହତ ରାଜ୍ୟରେ ଲକ୍ଷଣଯୁକ୍ତ ମାମଲାଗୁଡିକ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିବା ସତ୍ଵେ ତାହାର ଆରଟିପିସିଆର ପରୀକ୍ଷା କରାଯାଉ। ସମସ୍ତ ରାଜ୍ୟଗୁଡିକୁ ଏପରି ପରାମର୍ଶ …