ଆଜିର ଖବର ମୁମ୍ବାଇ ଇଣ୍ଡିଆନ୍ସ ଜର୍ସି ପିନ୍ଧି ଷ୍ଟାଡିୟମରେ ପହଞ୍ଚିଲେ ୧୯ ହଜାର ପିଲା: ଖେଳାଳିଙ୍କୁ କଲେ ଉତ୍ସାହିତ ମୁମ୍ବାଇ: ରବିବାର ସନ୍ଧ୍ୟାରେ ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ହୋଇଥିବା ମ୍ୟାଚକୁ ଦେଖିଥିଲେ ହଜାର ହଜାର ଅନୁନ୍ନତ ପୃଷ୍ଠଭୂମିର…