ଆଜିର ଖବର କାନାଡା ଓପନର ଫାଇନାଲରେ ପ୍ରବେଶ କଲେ ଲକ୍ଷ୍ମୀ ସେନ୍, ସେମିଫାଇନାଲରେ ହାରିଲେ ପିଭି ସିନ୍ଧୁ ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ଚାମ୍ପିଅନ୍ ଲକ୍ଷ୍ୟ ସେନ୍ କାନାଡା ଓପନ୍ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥି ସହିତ ପିଭି ସିନ୍ଧୁଙ୍କୁ ସେମିଫାଇନାଲରେ…