ଆଜିର ଖବର ଜଗତସିଂହପୁରରେ କରୋନା କଟକଣାକୁ ମାନୁନାହାଁନ୍ତି ଲୋକେ: ପୁଣି ସାପ୍ତାହିକ ହାଟରେ ଏକତ୍ରିତ ହେଲେ ହଜାର ହଜାର ଲୋକ ରମେଶ ମହାନ୍ତି ଜଗତସିଂହପୁର: ଗତ ମଙ୍ଗଳବାର ଦିନ ତିର୍ତ୍ତୋଲ ନେହେରୁ ପଡିଆ ସାପ୍ତାହିକ ହାଟରେ ଏକତ୍ରିତ ହୋଇଥିଲେ ଶତାଧିକ ଲୋକ। ପୁଣି ଜଗତସିଂହପୁର ସୋମନାଥ ହାଟରେ ଏକତ୍ରିତ…