ଆଜିର ଖବର ଆସନ୍ତାକାଲିଠାରୁ ସାରା ଓଡିଶାରୁ ହଟିଲା ଲକ ଡାଉନ ଓ ସଟ ଡାଉନ, ତେବେ କେତେ ଦିନ ପାଇଁ ଜାଣି ନିଅନ୍ତୁ ଭୁବନେଶ୍ବର, ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ସାରା ରାଜ୍ୟରୁ ରାଜ୍ୟ ସରକାର ସଟ ଡାଉନ ଓ ଲକ ଡାଉନ ହଟାଇ ଦେଇଛନ୍ତି। ମୁଖ୍ୟତଃ ଛାତ୍ରଛାତ୍ରୀ, ପରୀକ୍ଷା…