ବିଶେଷ ଖବର ଆମେରିକା ସମେତ ୩ଟି ସ୍ଥାନରେ ମହୁଆ ମୋଇତ୍ରାଙ୍କ ସଂସଦ ଲଗଇନ୍ ଆଇଡି ବ୍ୟବହୃତ ହୋଇଛି! ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ସଂସଦ ଲଗଇନ୍ ଆଇଡି କେବଳ ଦୁବାଇ ନୁହେଁ, ନ୍ୟୁଜର୍ସି, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବେଙ୍ଗାଲୁରୁରେ ବ୍ୟବହୃତ ହୋଇଥିବା…