ଆଜିର ଖବର 20 ବର୍ଷ ପୁରଣ କଲା ଅମୀର ଖାନଙ୍କ ‘ଲଗାନ’, ବର୍ଷ ପୂର୍ତ୍ତିରେ ଅମୀରଙ୍କ ନୂଆ ଘୋଷଣା ମୁମ୍ବାଇ, ଆମୀର ଖାନଙ୍କ ଫିଲ୍ମ ଲଗାନ 20 ବର୍ଷ ପୂରଣ କରିଛି । 2001 ମସିହାରେ, ଏହି ଚଳଚ୍ଚିତ୍ରଟି ଜୁନ୍ 15 ରେ ମୁକ୍ତିଲାଭ କରିଥିଲା ।…