ଆଜିର ଖବର ହନୁମାନଙ୍କୁ ପ୍ରଭୃ ଶ୍ରୀରାମ ଲଙ୍କା ଯିବା ପାଇଁ କହିବାରୁ ସେ ପ୍ରଥମେ ମନା କରିଥିଲେ, ଜାଣନ୍ତୁ କାରଣ ପଣ୍ଡିତ ସୌଭାଗ୍ୟଚନ୍ଦ୍ର ସୀତା ହରଣ ପରେ ପ୍ରଭୃ ଶ୍ରୀରାମଙ୍କ ହନୁମାନଙ୍କ ସହିତ ସାକ୍ଷାତ ହେଲେ। ହନୁମାନ ଶ୍ରୀରାମଙ୍କୁ ଦେଖି ନିଜର ପ୍ରଭୃ ଭାବେ ସ୍ବୀକାର କରି ନେଲେ।…