ଲଢିବେ ତିନୋଟି ଦଳ

ମୁମ୍ବାଇ: ଗୁରୁବାର ରାତିରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜୁରାଟ ଟାଇଟାନ୍ସକୁ ୮ ୱିକେଟରେ ପରାସ୍ତ କରିଛି। ଆରସିବିର ଏହି ବିଜୟ ସହିତ ପଞ୍ଜାବ…