ଲଢିବ ଏଲଜେପି

ପାଟନା: ବିହାରର ବର୍ତ୍ତମାନର ସରକାର ବେଶୀ ଦିନ ଚାଲିବ ନାହିଁ ବୋଲି ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଦାବି କରିଛି। ବିହାରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାକୁ ଯାଉଛି।…