ଆଜିର ଖବର ରାଷ୍ଟ୍ରମଣ୍ଡଳ ଖେଳରେ ଲଢିବେ ଭାରତ-ପାକିସ୍ତାନ ମହିଳା କ୍ରିକେଟ ଦଳ ନୂଆଦିଲ୍ଲୀ: ରାଷ୍ଟ୍ରମଣ୍ଡଳ ଖେଳ-୨୦୨୨ ର ମହିଳା କ୍ରିକେଟ୍ ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ଅଗଷ୍ଟ ୭ ତାରିଖରେ ଫାଇନାଲ ଖେଳାଯିବ।…