ଆଜିର ଖବର କଳା ପଟି ପିନ୍ଧି ପଡିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି, ଜାଣନ୍ତୁ କ’ଣ ରହିଛି କାରଣ ଅହମ୍ମଦାବାଦ: ଭାରତର ସ୍ଵର କୋକିଲା ଲତା ମଙ୍ଗେଶରଙ୍କ ଦେହାନ୍ତ ହୋଇଛି। ଲତା ଦିଦି ମଧ୍ୟ କ୍ରିକେଟର ଜଣେ ବଡ଼ ପ୍ରଶଂସକ ଥିଲେ। ଏଭଳି ପରିସ୍ଥିତିରେ, ପ୍ରଥମ ଦିନିକିଆ…