ଜାତୀୟ ଖବର ଆଦିତ୍ୟ ଆଲୁମିନିୟମର ଇଭି ବଲ୍କରସ୍ ଓ ଚାର୍ଜିଂ ଷ୍ଟେସନ ଉଦ୍ଘାଟିତ,ସବୁଜ ଲଜିଷ୍ଟିକ୍ସକୁ ଗୁରୁତ୍ବ ଭୁବନେଶ୍ୱର: ଆଲୁମିନିୟମ ଓ ତମ୍ବାରେ ବିଶ୍ୱରେ ଅଗ୍ରଣୀ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଆଦିତ୍ୟ ଆଲୁମିନିୟମ ତାହାର ଲପଙ୍ଗାସ୍ଥିତ କାରଖାନାରୁ ଫ୍ଲାଏ ଆଶ୍ ନିକଟସ୍ଥ…