ଆଜିର ଖବର ଗୋପାଳପୁରରେ ହେବ ରାଜ୍ୟରେ ପ୍ରଥମ ଲବଣମୁକ୍ତ ଜଳ ପ୍ରକଳ୍ପ, ଜାଣନ୍ତୁ ଏହା କଣ ଭୁବନେଶ୍ୱର: ସରକାରୀ-ଘରୋଇ ସହଭାଗିତା (ପିପିପି) ପ୍ରକଳ୍ପ ପାଇଁ ଭିତ୍ତିଭୂମି ସମ୍ପର୍କିତ କ୍ଷମତାସମ୍ପନ୍ନ କମିଟି(ଇସିଆଇ)ର ୬୬ତମ ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା…