ଜାତୀୟ ଖବର ଉତ୍ତରାଖଣ୍ଡରେ କଠୋର ହେଲା ଧର୍ମାନ୍ତରଣ ଆଇନ, ୧୦ ବର୍ଷ ଦଣ୍ଡର ବ୍ୟବସ୍ଥା, ‘ଲଭ ଜିହାଦ୍’ ଉପରେ ପ୍ରତିବନ୍ଧକ ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ବୈଠକରେ ବାଧ୍ୟତାମୂଳକ ଧର୍ମାନ୍ତରଣକୁ ରୋକିବା ପାଇଁ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକରେ ଧର୍ମାନ୍ତରଣ ଆଇନରେ କଡା ସଂଶୋଧନ କରାଯାଇଛି,…