ଆଜିର ଖବର ଓଡ଼ିଶାରେ ପୁଣି ଥରେ ବ୍ୟାପିଲା ଲମ୍ପି ସ୍କିନ୍ ଡିଜିଜ୍, ତୁରନ୍ତ ଟୀକାକରଣ ନିମନ୍ତେ ସଚେତନ କଲା ସୋଆ ଭୁବନେଶ୍ୱର: ୨୦୧୯ ମେ ମାସରେ ଓଡିଶା ଉପକୂଳରେ ପ୍ରଳୟ ସୃଷ୍ଟି କରିଥିବା ବାତ୍ୟା ‘ଫନି’ ପରେ ଗୋରୁଗାଈ, ଛେଳି ଓ ମଇଁଷିମାନଙ୍କ ଶରୀରରେ ଦେଖାଦେଇଥିବା ମାରାତ୍ମକ ଚର୍ମ…