ଆଜିର ଖବର ଲାଇଟ ଓ ସାଉଣ୍ଡ ମାଲିକ ଏବଂ ଅପରେଟଙ୍କ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ଛତ୍ରପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲାଇଟ ଏଣ୍ଡ ସାଉଣ୍ଡର ମାଲିକ ଓ ଅପରେଟର ମାନେ ବୁଧବାର ନିଜ ପେଟପାଟଣାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି।…