ଆଜିର ଖବର ଲାଲୁ ପ୍ରସାଦ ଯାଦବଙ୍କ ପାର୍ଟିର ଜଣେ ପ୍ରାର୍ଥୀଙ୍କ ପାଖରେ ଅଛି ଏକ ରିଭଲଭର, ଯାହାର ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ ମୁଜାଫରନଗର, କୁରହାନୀର ଆରଜେଡି ପ୍ରାର୍ଥୀ 58 ବର୍ଷିୟ ଅନିଲ କୁମାର ସାହାନିଙ୍କୁ ନେଇ ବର୍ତ୍ତମାନ ବିହାର ରାଜନୀତିରେ ଚାଲିଛି ଚର୍ଚ୍ଚା। କାରଣ ହେଲା ସେ ଦାଖଲ କରିଥିବା…