ଆଜିର ଖବର ଆଜି ରାତିରେ ଆକାଶରେ ଦୀର୍ଘ ସମୟ ଧରି ଦେଖାଯିବ ଏକ ଚମତ୍କାର ଦୃଶ୍ୟ, ରକ୍ତଚନ୍ଦ୍ର The Samikhsya Desk: ଆଜି ବିଶ୍ୱରେ ରକ୍ତଚନ୍ଦ୍ର ବା Blood Moon ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଭାଦ୍ରବ ପୂର୍ଣ୍ଣିମାରେ ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦେଖାଯିବା…