ଜାତୀୟ ଖବର ‘ଲାଲ ସଲାମ’ ନୁହେଁ, ବସ୍ତର ଏବେ ‘ଭାରତ ମାତା କି ଜୟ’ ସ୍ଲୋଗାନରେ ପ୍ରକମ୍ପିତ ହେଉଛି: ଅମିତ ଶାହ ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଶନିବାର ଛତିଶଗଡ଼ର ଜଗଦଲପୁରରେ ବସ୍ତର ଅଲିମ୍ପିକ୍ସର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଛତିଶଗଡ଼…