ଲାୟନ୍ସ କ୍ଲବ ନୟାପଲ୍ଲୀ

ଭୁବନେଶ୍ୱର: ଲାୟନ୍ସ କ୍ଲବ ଭୁବନେଶ୍ୱର ନୟାପଲ୍ଲୀର ୨୦୨୨-୨୩ ବର୍ଷ ପାଇଁ ନୂଆପଲ୍ଲୀସ୍ଥିତ ଲାୟନ୍ସ ଭବନରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶେଷ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ…