ଆଜିର ଖବର ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଆଜି ସନ୍ଧ୍ୟା ପରିବର୍ତ୍ତେ ଆସନ୍ତାକାଲି ପୁରୀରୁ ଛାଡିବ ଏହି ଟ୍ରେନ ଭୁବନେଶ୍ଵର: ଲିଙ୍କ ଟ୍ରେନର ବିଳମ୍ବ ଯୋଗୁଁ ନିମ୍ନଲିଖିତ ଟ୍ରେନର ପୁନଃନିର୍ଦ୍ଧାରଣ କରାଯାଇଛି। ତେଣୁ ଯେଉଁମାନେ ଏହି ଟ୍ରେନରେ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କ ପାଇଁ…