ଆଜିର ଖବର ଆସନ୍ତାକାଲିଠାରୁ ଚିଲିକାରେ ଆରମ୍ଭ ହେବ ଡ଼ଲଫିନ ଗଣନା କାର୍ଯ୍ୟକ୍ରମ, ନିୟୋଜିତ ହେବେ ୧୮ଟି ଟିମ୍ ସୀତାରାମ ଅଗ୍ରୱାଲ ଚିଲିକା: ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡ଼ଲଫିନ ଗଣନା ଅନୁଷ୍ଠିତ ହେବ। ଆସନ୍ତାକାଲିଠାରୁ ଆନୁଷ୍ଠାନିକ ଭାବେ ଡ଼ଲଫିନ…