ଆଜିର ଖବର ପୁଣି ବ୍ରାଜିଲ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଲୁଲା ଡା ସିଲଭା ବ୍ରାଜିଲ: ବ୍ରାଜିଲରେ ଅନୁଷ୍ଠିତ ଆକର୍ଷଣୀୟ ତଥା କଡ଼ା ମୁକାବିଲାମୂଳକ ରାଷ୍ଟ୍ରପତି ନିର୍ବାଚନରେ ବାମପନ୍ଥୀ ନେତା ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପୁନର୍ବାର…