ଆଜିର ଖବର ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଖେଳାଳି ଶେନ ୱାର୍ଣ୍ଣଙ୍କ ଦେହାନ୍ତ, କ୍ରିକେଟ୍ ଦୁନିଆରେ ଶୋକର ଲହରୀ ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍ ସ୍ପିନର ଶେନ ୱାର୍ଣ୍ଣଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ସେ ୫୨ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଛନ୍ତି। ଶେନ ୱାର୍ଣ୍ଣଙ୍କ ମୃତ୍ୟୁ…