ଆଞ୍ଚଳିକ ରାଜ୍ୟରେ ଲେବର ପ୍ରୋଗ୍ରେସିଭ ଫେଡ଼େରେସନ ସହ ୨୦ଟି ସଂଗଠନ ହେଲେ ସହବନ୍ଧିତ ଭୁବନେଶ୍ୱର : କେନ୍ଦ୍ରୀୟ ସଂଗଠନ ଲେବର ପ୍ରୋଗ୍ରେସିଭ ଫେଡ଼େରେସନ (ଏଲ୍.ପି.ଏଫ୍) ଓଡ଼ିଶାରେ ବିଧିବଦ୍ଧ ଭାବେ ବୁଧବାର ସ୍ଥାନୀୟ ବିଦ୍ୟୁତ୍ ୟୁଥ୍ କ୍ଲବଠାରେ ଏହାର କାର୍ଯ୍ୟକ୍ରମ ଆରମ୍ଭ କରିଛି…