ଆଜିର ଖବର ଗ୍ରୀଷ୍ମର ଆଗମନ ସହିତ ପିତା ହେଲା ଲେମ୍ବୁର ସ୍ୱାଦ!, ରାଜକୋଟରେ କିଲୋଗ୍ରାମ ପିଛା ୨୦୦ ଟଙ୍କା ରାଜକୋଟ: ଗ୍ରୀଷ୍ମ ଆସିବା ମାତ୍ରେ ଲେମ୍ବୁର ମୂଲ୍ୟ ଆକାଶ ଛୁଆଁ ହୋଇଛି। ଗ୍ରୀଷ୍ମ ସମୟରେ ଲେମ୍ବୁ ବହୁଳ ଭାବରେ ବ୍ୟବହୃତ ହୁଏ। ଚାହିଦା ବୃଦ୍ଧି ହେତୁ କିନ୍ତୁ…