ବିଶେଷ ଖବର ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା କାହାର ବଢ଼ାଇବ ସମସ୍ୟା?: ୧୪ଟି ରାଜ୍ୟରେ ରହିଛି ୩୫୫ ଲୋକସଭା ଆସନ ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ପରେ ରାହୁଲ ଗାନ୍ଧି ଏବେ ନୂଆ ବର୍ଷରେ ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବେ। କଂଗ୍ରେସର ଭାରତ…