ଆଜିର ଖବର ଲୋକସେବା ଭବନରେ ଅଗ୍ନିକାଣ୍ଡ, ରାଜସ୍ବ ବିଭାଗରେ ଲାଗିଛି ନିଆଁ ଭୁବନେଶ୍ବର: ଆଜି ଲୋକସେବା ଭବନରେ ନିଆଁ ଲାଗିଛି। ଏହି ନିଆଁ ଲୋକସେବା ଭବନର ପ୍ରଥମ ମହଲାରେ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଲାଗିଛି। ସେହି…