ଆଜିର ଖବର ରେଢ଼ାଖୋଲର ଲୋକ କାହାଣୀ ପୁସ୍ତକ ଉନ୍ମୋଚିତ ରେଢ଼ାଖୋଲ (କନ୍ଦର୍ପ ବେହେରା): ସ୍ଥାନୀୟ ଭୀମଭୋଇ ମହାବିଦ୍ୟାଳୟରେ ” ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ…