ବିଶେଷ ଖବର ନୂଆ ବର୍ଷରେ ବନ୍ଦ ହେବ କି ନିର୍ବାଚନୀ ମାଗଣା ସଂସ୍କୃତି?: ଅନେକ ରାଜ୍ୟର ଆର୍ଥିକ ସ୍ଥିତି ବେହାଲ ନୂଆଦିଲ୍ଲୀ: ନିର୍ବାଚନ ଦୃଷ୍ଟିରୁ ନୂଆବର୍ଷ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ସାଧାରଣ ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଏଥିସହିତ ଚଳିତ ବର୍ଷ ୭ଟି ରାଜ୍ୟର ବିଧାନସଭା…